କ୍ୟାପିଟାଲ୍‌ ହସ୍ପିଟାଲ୍‌: କର୍ମଚାରୀ ଓ ରୋଗୀଙ୍କ ପାଇଁ ଗୋଟିଏ କାଉଣ୍ଟର୍‌

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ସେବା କାଉଣ୍ଟର୍‌ଗୁଡ଼ିକରେ ହସ୍ପିଟାଲର ନିଜସ୍ୱ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ଯେଉଁଠାରେ ସାଧାରଣ ରୋଗୀ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି, କର୍ମଚାରୀମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଅପେକ୍ଷା କରିବାକୁ ପଡ଼ୁଛି। ଯାହାଫଳରେ କର୍ମଚାରୀମାନଙ୍କ କାର୍ଯ୍ୟରେ ବାଧା ଉପୁଜୁଛି। ଗତ କିଛିଦିନ ହେବ କର୍ମଚାରୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଅଭିଯୋଗ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ ହେଁ, କର୍ତୃପକ୍ଷ … Continue reading କ୍ୟାପିଟାଲ୍‌ ହସ୍ପିଟାଲ୍‌: କର୍ମଚାରୀ ଓ ରୋଗୀଙ୍କ ପାଇଁ ଗୋଟିଏ କାଉଣ୍ଟର୍‌